ଆରଡିସି ଟି-୨୦ ସମୀକ୍ଷା ବୈଠକ : ବାରବାଟୀ ମ୍ୟାଚ୍‌ ପାଇଁ ଚାଲିବ ୮ ସ୍ବତନ୍ତ୍ର ବସ୍‌

କଟକ: ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବାକୁ ଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ ପାଇଁ ବୁଧବାର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର‌ଡିସି) ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆର‌ଡିସିଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ସଫଳ ମ୍ୟାଚ୍‌ ଆୟୋଜନ ଉପରେ ପରାମର୍ଶ ଦେଇଥିଲେ। ଏଥର ବାରବାଟୀ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଦର୍ଶକଙ୍କୁ ନେବା ଆଣିବା କରିବାକୁ … Continue reading ଆରଡିସି ଟି-୨୦ ସମୀକ୍ଷା ବୈଠକ : ବାରବାଟୀ ମ୍ୟାଚ୍‌ ପାଇଁ ଚାଲିବ ୮ ସ୍ବତନ୍ତ୍ର ବସ୍‌